ବଲିଉଡର ଏହି ହିରୋଇନ ଲୋକପ୍ରିୟ ଖେଳାଳି ଋଷବ ପଂଥ ଙ୍କ ପ୍ରେମରେ ଦିୱାନା , ନାମ ଜାଣିଲେ ବିଶ୍ୱାସ ହେବନି

ସାରା ଦୁନିଆ କ୍ରିକେଟର ଦିବନା। ସେମିତିରେ ସାଧାରଣ ଲୋକଠୁ ନେଇ ବଲୀଉଡ ପର୍ଯ୍ୟନ୍ତ ସମସ୍ତେ ଖେଳାଳି ମାନଙ୍କୁ ବହୁତ ପସନ୍ଦ କରନ୍ତି, ତେବେ ଆଜି ଆମେ ଆପଣଙ୍କୁ କିଛି ଏଭଳି ଖବର ଦେବାକୁ ଯାଉଛୁ ଯାହା କ୍ରିକେଟ ଓ ବଲୀଉଡ ର ପ୍ରେମ କାହାଣୀ ଉପରେ ଅଟେ।  ବର୍ତମାନ ବଲିଉଡ ଓ କ୍ରିକେଟ ଦୁନିଆ ର ପ୍ରେମ ଏକ ସାଧାରଣ କଥା ହେଇ ଗଲାଣି | ଅନେକ ବଲିଉଡ ହିରୋଇନ କ୍ରିକେଟ ତାରକା ମାନଙ୍କ ପ୍ରେମରେ ପଡି ସେମାନକୁ ବିବାହ ମଧ୍ୟ କରୁଛନ୍ତି ।

ତେବେ ବର୍ତ୍ତମାନ ସେହି ପରି ଏକ ନୂଆ ଖବର ଆସିଛି କ୍ରିକେଟ ଦୁନିଆର ନୂଆ ନୂଆ ଖେଳାଳି ରୀଷଭ ପଂଥ ଙ୍କୁ ନେଇ ।  ଆଜି ଭାରତ ଦେଶ ରେ ଜଣ କୁ ବଢି ଜଣେ ଖେଳାଳି ଓ ସୁନ୍ଦରୀ ଅଛନ୍ତି ଯେଉଁ ମାନଙ୍କ ଭିତରେ ପ୍ରେମ ବନ୍ଧନ ଅଛି । ଯେମିତି ସାନିୟା ମିର୍ଜା ସୋଏବ ଙ୍କ ସହ ଓ ବିରାଟ ଙ୍କ ସହ ଅନୁଷ୍କା ଙ୍କ ବିବାହ ହୋଇଛି ସେମିତି ଆଇ ପି ଏଲ ଖେଳାଳି ରୀଷଭ ପଂଥ ଙ୍କୁ ସୈଫ ଅଲି ଖାଁ ଙ୍କ ଝିଅ ଙ୍କ ସହ ବିବାହ କରିବା ର ଇଛା ଅଛି ବୋଲି ଜଣା ପଡିଛି ।

ସୈଫ ଅଲି ଖାନ ଙ୍କ ଝିଅ ସାରା ଅଲି ଖାଁ ଏବେ ନିଜର ଫିଲ୍ମ ପାଇଁ ବହୁତ ଚ୍ଚର୍ଚାର ବିଷୟ ବଣିଛନ୍ତି । ତେବେ ସୈଫ ଅଲି ଖାନ ଙ୍କ ପୁରା ପରିବାର ଫିଲ୍ମ ଜଗତ ସହ ଯୋଡି ହେଇ ଅଛି ।  କ୍ରିକେଟ ଓ ଫିଲ୍ମ ଜଗତ ର ଆଉ ଏକ ଯୋଡି ଆସିବାକୁ ଯାଉଛି। ରୀଷଭ ପଂଥ ନିଜ ନିଜୀ ଜୀବନ ରେ ସାରା ଙ୍କୁ ବିବାହ କରିବା କୁ ମନ କରିଛନ୍ତି, ତେବେ  ଦେଖା ଯାଉ ଆଗକୁ କଣ ହଉଛି ।  ଏହା ସହ ସାରା ମଧ୍ୟ ରୀଷଭ ପଂଥଙ୍କ ବହୁତ ବଡ ପ୍ରଶଂସକ | ତେବେ ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ରୀଷଭ ପଂଥ  ସାରଙ୍କୁ ବିବାହ କରି ପୁଣି ଥରେ ବଲିଉଡ ସହ କ୍ରିକେଟ ର ସମ୍ପର୍କ ଯୋଡୁଛନ୍ତି କି ନହିଁ ।

Leave a Reply

Your email address will not be published. Required fields are marked *