ଯଦି ଶୋଇବା ସମାୟରେ ଘୁଙ୍ଗୁଡ଼ି ମାରୁଛନ୍ତି, ତେବେ କରନ୍ତୁ ଏହି ଗୋଟେ ସରଳ ଉପାୟ – ହୃଦୟ ରହିବ ସୁସ୍ଥ ଏବଂ ଘୁଙ୍ଗୁଡ଼ି ହେବା ହୋଇଯିବ ବନ୍ଦ

ମଣିଷ ଦିନରେ ଯେତେ ପରିଶ୍ରମ କରୁ ନା କାହିଁକି, ରାତିରେ ତାର ଶୋଇବା ଅନିବାର୍ଯ୍ୟ ଅଟେ।  ଶରୀରକୁ ଆରମ ନ ମିଳିଲେ  ଶରୀର ଅସୁସ୍ଥ ହୋଇପଡେ ।  କେବଳ ମଣିଷ ନୁହେଁ ପଶୁ ପକ୍ଷୀ ମଧ୍ୟ ଆରମ କରିଥାନ୍ତି ବା ସୋଇଥାନ୍ତି।  ଆମକୁ କମ୍ ସେ କମ୍ ୬-୮ ଘଣ୍ଟା ନିଦର ଆବଶ୍ୟକତା ଅଛି , ଆପଣ ବହୁତଥର ଦେଖିଥିବେ କି ଅଧିକ ଶାରରୀକ ପରିଶ୍ରମ କରିଲେ , ଆମକୁ ନିଦ ଆସିଥାଏ ଓ ଆମେ ଶୋଇଲା ବେଳେ ଅଧିକା ଘୁଙ୍ଗୁଡି ମାରୁ ।

ତେବେ ଆମେ ସିନା ଆରାମରେ ଶୋଇପଡୁ , କିନ୍ତୁ ଆମ ପାଖରେ ଶୋଇଥିବା ବ୍ୟକ୍ତି ଜଣକ ହଇରାଣ ହୋଇଥାନ୍ତି । ଯେଉଁଥିପାଇଁ ସେମାନେ ଠିକ ଭାବରେ ଶୋଇପରାନ୍ତି ନାହିଁ ଓ ଠିକ ସେ ନ ଶୋଇବା କାରଣରୁ ସେମାନଙ୍କ ଦେହ ମଧ୍ୟ ଖରାପ ହୋଇଯାଏ। ତେବେ ଯଦି ଆପଣ ଏହି ସମସ୍ୟାରେ ପୀଡିତ ତେବେ ଆପଣଙ୍କ ପାଇଁ ଆମେ ଆଜି ନେଇ ଆସିଛୁ ଏକ ଏଭଳି ଉପାୟ ଯାହା ଦ୍ଵାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

ବିଶେଷଜ୍ଞ ମାନଙ୍କ ଅନୁଯାୟୀ ଯଦି ଆମେ ବାମ ପଟରେ ଶୋଇବା ତେବେ ତାହା ସବୁଠାରୁ ବେଷ୍ଟ ସ୍ଲିପିଙ୍ଗ୍ ପୋଜିସନ୍ ଅଟେ , ଏହି ପରି ଶୋଇବା ଛଡା ଗଭିର ନିଦ୍ରା ଆସିଥାଏ , ଚାଲନ୍ତୁ ଜାଣିବା ବାମ ପଟେ ଶୋଇବାରେ ଆମର ସ୍ୱାସ୍ଥ୍ୟରେ କଣ ପ୍ରଭାବ ପକାଇଥାଏ । ଯେବେ ଆମେ ରାତିରେ ବାମ ପଟେ ପଲଟିଥାଉ ତେବେ ଆମର ଗ୍ରାଭିଟି ସାହାଯ୍ୟରେ ଆମର ହୃଦୟ ପଟୁ ଲାସିକା ର ନିକାସୀ ସହଜ ହୋଇଯାଏ, ଏମିତିରେ ଆମ ହୃଦୟ ଉପର କାମ କରିବା ପ୍ରେସର୍ କମ୍ ହୋଇଯାଏ, ଓ ସବୁ ଫଙ୍କସନ୍ ଭଲ ଭାବେ କାମ କରିଥାଏ, ହୃଦୟକୁ ସୁସ୍ଥ ରଖିବା ହେଉଛି ସବୁଠାରୁ ସର୍ବୋତ୍ତମ ତରିକା ।

ପାଚନ କ୍ରିୟାରେ ଆସିଥାଏ ସୁଧାର : ରାତିରେ ବାମ କଡେ ଶୋଇଲେ ଆମ ଶରୀର ଉପରେ ଗଭୀର ପ୍ରଭାବ ପକାଇଥାଏ , ଏଥିରୁ ଶରୀରରେ ଥିବା ଆବର୍ଜନା ଓ ଫାଲତୁ ପଦାର୍ଥ ଆମର ଛୋଟ ଅନ୍ତରେ ପହଞ୍ଚିଯାଇଥାଏ , ଯାହାକି ସକାଳ ସମୟରେ ମଳ ତ୍ୟାଗ କରିବା ସମୟରେ ବାହାରି ଯାଇଥାଏ ଓ ସକାଳୁ ଫ୍ରେସ୍ ହେବାରେ କୌଣସି ଅସୁବିଧା ହୁଏ ନାହିଁ ଓ ଶରୀରର ପାଚନ ତନ୍ତ୍ର ମଜବୁତ ରହିଥାଏ ।

ବିଶେଷଜ୍ଞ ମାନଙ୍କ ଦ୍ୱାରା ଦିଆଯାଇଥିବା ଏକ ପରୀକ୍ଷଣରୁ ଯାନଯାଇଛି କି ଯଦି ଗର୍ଭବତୀ ମହିଳା  ରାତିରେ ବାମ କଡେ ଶୋଇଥାନ୍ତି , ସେମାନେ ଅନ୍ୟ ମହିଳାଙ୍କ ଅପେକ୍ଷା ବହୁତ ସୁସ୍ଥ ରହିଥାନ୍ତି , ଏମିତି କଲେ ମହିଳାଙ୍କ ପିଠି ଉପରେ ପଡୁଥିବା ପ୍ରେସର୍ କମ୍ ହୋଇଯାଏ। ଯାହାଦ୍ୱାରା ଗର୍ଭାଶୟ ଓ ଫିଟ୍ସ ପର୍ଯ୍ୟନ୍ତ ରକ୍ତର ଫ୍ଲୋ ଠିକ୍ ହୋଇଥାଏ । ଏହା ସହ ଏହି ତରିକାରେ ସୁନାର ପ୍ଲେସେଟା ପର୍ଯ୍ୟନ୍ତ ପୋଷକ ତତ୍ତ୍ୱ ଭଲ ଭାବରେ ହୋଇଥାଏ , ଯଦି ଆପଣ ଏକ ଗର୍ଭବତୀ ମହିଳା ଅଟନ୍ତି , ତେବେ ଆପଣ ବାମ ସାଇଡ୍ ରେ ଶୋଇଲେ ଆପଣଙ୍କୁ ଅସୁବିଧାର ସାମନା କରିବାକୁ ପଡୁଛି , ତେବେ ଆପଣ ନିଜ ଆଣ୍ଠୁକୁ ଟିକିଏ ମୋଡି ଦୁଇଟି ଗୋଡ ମଧ୍ୟରେ ତକିଆ ରଖିପାରିବେ , ଏହା ଆପଣଙ୍କୁ ବହୁତ ଭଲ ଲାଗିବ ।

Leave a Reply

Your email address will not be published. Required fields are marked *