୨୦୧୯ ୱାର୍ଲଡକପ୍ ଜିତିବ ଭାରତ! ଭବିଷ୍ୟବାଣୀ କରିଲେ ଏହି ପ୍ରସିଦ୍ଧ ଜ୍ୟୋତିଷ, ଏହି ଖେଳାଳି ପାଇଁ ଜିତିବ ଭାରତ

ଭାରତରେ କ୍ରିକେଟ୍ ସବୁଠାରୁ ଅଧିକ ଲୋକପ୍ରିୟ ଖେଳ ଅଟେ । ଭାରତୀୟ ମାନେ କ୍ରିକେଟ୍ ପାଇଁ ବହୁତ  ଦିୱାନା ହୋଇଥାନ୍ତି । ତେବେ ଭାରତରେ ପ୍ରାୟ ସବୁ ଜାଗାରେ ଗଳି କନ୍ଧିରେ କ୍ରିକେଟ୍ ଖେଳା ଯାଇଥାଏ ।  କିନ୍ତୁ ଏହି ସବୁ ମଧ୍ୟରେ କ୍ରିକେଟ ବିଶ୍ୱକପ୍ ସବୁଠାରୁ ଅଧିକା ଲୋକପ୍ରିୟ ହୋଇଥାଏ ।

ସବୁ ଭାରତୀୟଙ୍କ ସ୍ୱପ୍ନ ଥାଏ କି ଆମ ଦେଶ କ୍ରିକେଟ୍ ବିଶ୍ୱକପ୍ ରେ ଜିତ୍ ହାସିଲ୍ କରୁ ଓ ନିଜ ଦେଶର ନାଁ ଉଜ୍ଜଳ କରୁ । ଏହିଥର ୨୦୧୯ ପୁଣି ବିଶ୍ୱକପ୍ ଖେଳ ହେବାକୁ ଅଛି । ଯେଉଁଠି ଭାରତୀୟ ଟିମ୍ ନିଜ ଖେଳାଳୀଙ୍କୁ ନେଇ ଜିତିବା ପାଇଁ ବହୁତ ଚେଷ୍ଟା ଓ ଅଭ୍ୟାସ ଜାରି ରଖିଛନ୍ତି । ଏଠାରେ ଜଣେ ସନ୍ଥ ମହାତ୍ମା ଏକ ଏମିତି ଭବିଷ୍ୟ ବାଣୀ କରିଛନ୍ତି । ଯାହା ସମସ୍ତଙ୍କ ମୁହଁରେ ହସ ଆଣିପାରିଛି ।

ଆଜି ଆମେ ଏମିତି ଜଣେ ମହାତ୍ମା ଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛୁ । ଯିଏକି ୨୦୧୯ ରେ ହେବାକୁ ବିଶ୍ୱକପ୍ କ୍ରିକେଟ୍ କୁ ନେଇକରି ଭବିଷ୍ୟ ବାଣୀ କରିଛନ୍ତି । ଆପଣଙ୍କ ସୂଚନା ପାଇଁ କହିଦେବୁ କି ମହାତ୍ମା ପୁର୍ବରୁ ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଭବିଷ୍ୟ ବାଣୀ କରିଥିଲେ ଯାହା ସତ ହେଲା । ଏହା ଛଡା ଅନ୍ୟ ବହୁତ ଭବିଷ୍ୟ ବାଣୀ ବି ସତ ହୋଇଛି ।

ଏହି ମହାତ୍ମା ଆଉ କେହି ନୁହେଁ ପଣ୍ତିତ ହରିଦୟାଲ ମିଶ୍ରା ଅଟନ୍ତି । ଯିଏକି ଅଯୋଧ୍ୟାରେ ରହୁଛନ୍ତି । ପଣ୍ତିତ ହରିଦୟାଲ ମିଶ୍ର ଜଣେ କ୍ରିକେଟ୍ ଖେଳାଳୀଙ୍କ ନାଁ କହିଛନ୍ତି ଯାହାଙ୍କ ତତ୍ତ୍ୱାବଧାନରେ ଭାରତ ୱାର୍ଲଡକପ୍ ଜିତିପାରିବ । ତାଙ୍କ ଭବିଷ୍ୟବାଣୀ ଅନୁସାରେ ବର୍ଷ ୨୦୧୯ କୁ ହେବାକୁ ଥିବା ୱାର୍ଲଡ କପ୍ ଭାରତ ହିଁ ଜିତିବ । ଭାରତ ଜିତିବାରେ ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ ବିରାଟ କୋହଲିଙ୍କର ରହିବ । ହରିଦୟାଲ ମିଶ୍ରଙ୍କ କହିବା କଥା କି ବିରାଟ କୋହଲିଙ୍କ ଦ୍ୱାରା ଭାରତୀୟ ଟିମ୍ ନା କେବଳ ୱାର୍ଲଡ କପ୍ ଜିତିବ ବରଂ ବିଶ୍ୱର ସବୁଠାରୁ ଖତରନାକ ଟିମ୍ ହୋଇ ସାମ୍ନାକୁ ଆସିବ ।

ଏମିତିରେ ଦେଖିବାକୁ ପଡିବ କି ଏହି ଆସୁଥିବା ୱାର୍ଲଡ କପ୍ ରେ ଭାରତୀୟ ଟିମ୍ କେଉଁ ଭଳି ଖେଳ ପ୍ରଦର୍ଶନ କରୁଛି । ଅନ୍ତିମ ଥର ଇଣ୍ତିଆନ୍ ଟିମ୍ ୨୦୧୧ ରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ତତ୍ତ୍ୱାବଧାନରେ ୱାର୍ଲଡକପ୍ ଟ୍ରଫି ହାସିଲ୍ କରିଥିଲେ ।

Leave a Reply

Your email address will not be published. Required fields are marked *