୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାର ଗ୍ୟାରେଣ୍ଟି, ଶୋଇବା ପୂର୍ବରୁ ଗୋଟେ ଖାଆନ୍ତୁ ଏହି ବଟିକାରୁ, ୭୦ ଟି ରୋଗ କରିବ ଦୂର

ସମସ୍ତେ ଚାହାଁନ୍ତି ସର୍ବଦା ଯବାନ ଦେଖାଯିବା ପାଇଁ। କିଛି ଲୋକ ଏଥିପାଇଁ ବହୁତ କିଛି ପରିଶ୍ରମ ମଧ୍ୟ କରିଥାନ୍ତି, ଖାଇବାରେ କୋଣ୍ଟ୍ରୋଲ ଠାରୁ ଆରମ କରି ଜିମ୍ ରେ ବୟାମ କରିବା ପର୍ଯ୍ୟନ୍ତ ସବୁ କିଛି କରିଥାନ୍ତି । ଏହାର କିଛି ଲୋକଙ୍କ ଉପରେ ଖରାପ ପ୍ରବଭାବ ମହୀ ପଡେ, ଅଧିକା ଖାଇବା କୋଣ୍ଟ୍ରୋଲ କରି କିଛି ଲୋକ ବେମାର ମଧ୍ୟ ହୋଇଯାନ୍ତି।

ସେଥିପାଇଁ ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏଭଳି ଜିନିଷ ଯାହା ଖାଇବା ଦ୍ଵାରା ଆପଣ ବହୁତ ଶକ୍ତିଶାଳୀ ହୋଇପାରିବେ। ଭଲ ଖାଦ୍ୟ ଖାଇଲେ ଆମ ଶରୀରର ସୁସ୍ଥ୍ୟ ରହିଥାଏ । ଆଜି ଆମେ ଆପଣଙ୍କ ପାଇଁ ଏପରି ଏକ ଜିନିଷ ନେଇକରି ଆସିଛୁ । ଯାହାର ସାହାଯ୍ୟରେ ଆପଣ ଆପଣଙ୍କ ଶରୀରକୁ ଆହୁରି ଶକ୍ତିଶାଳି ବନାଇପାରିବେ ।

ସ୍ପିରୁଲିନା ଏକ ସୁପର୍ ଫୁଡ୍ ନାମରେ ଜଣାଯାଏ । ଏହା ଏତେ ସହଜରେ ମିଳେ ନାହିଁ । ପ୍ରାକୃତିକ ଝରଣା ଏବଂ ହ୍ରଦରୁ ମିଳିଥାଏ । ସ୍ପିରୁଲିନାରେ ଭିଟାମିନ୍ । ପ୍ରୋଟିନ୍ । ମିନେରାଲ୍ସ। ଫାଇବର । କ୍ୟାଲସିୟମ୍ ଓ ଅନ୍ୟ ପୋଷକ ତତ୍ତ୍ୱ ମହଜୁତ ଥାଏ । ଯାହା ଆପଣ ଖାଇଲେ ବୁଢା ହେବେ ନାହିଁ । ଓ ସହଜରେ ୧୦୦ ବର୍ଷ ପଯ୍ୟନ୍ତ ବଞ୍ଚିପାରିବେ ।

 

ଏବେ ଆପଣ ଦେଖିନିଅନ୍ତୁ ଯେଉଁ ଜିନିଷ ଏତେ ଫାଇଦା ଦାୟକ ଅଟେ । ତାହା ଆମ ପାଇଁ କେଉଁ ବରଦାନରୁ କମ୍ ନୁହେଁ । ଆପଣଙ୍କୁ ଏହାର ଟାବଲେଟ୍ ସକାଳୁ ଓ ସଂନ୍ଧ୍ୟାରେ ଗୋଟେ ଟାବଲେଟ୍ ଖାଇବାର ଅଛି । ଏମିତି କଲେ କିଛି ମାସ ମଧ୍ୟରେ ଫରକ ଦେଖିବାକୁ ପାଇବେ ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଯଦି ଭଲ ଲାଗିଲା ଗୋଟେ ଶେୟାର ନିଶ୍ଚୟ କରିବେ।

Leave a Reply

Your email address will not be published. Required fields are marked *