ଜୀବନରେ ମିଳୁଥିଲେ ଏହି ଛୋଟ ବଡ ସଂଙ୍କେତ, ତେବେ ଜାଣିବେ ଯେ ଭଗବାନଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିଛି

ନମସ୍କାର ବନ୍ଧୁଗଣ, ଆପଣ ମନକୁ ସ୍ଵାଗତ ଆମର ଏହି ଲେଖାକୁ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ସବୁ ସଂକେତ ଦେଖିଲେ ଆପଣ ଜାଣିବେ ଯେ ଭଗବାନ ଆପଣଙ୍କ ଉପରେ ନିଜର କୃପା ଦ୍ରୁଷ୍ଟି ରଖିଛନ୍ତି ବୋଲି। ତେବେ ଆପଣମାନେ ସମସ୍ତେ ତ ଭଗବାନଙ୍କ ଉପରେ ବିଶ୍ବାସ କରୁଥିବେ ନିଶ୍ଚୟ। ଏବଂ ବେଳେ ବେଳେ ଅଧିକ କଷ୍ଟ ଲାଗିଲେ ତାଙ୍କୁ ଡାକିବା ସହ କିଛି ଲୋକ ତାଙ୍କ ଉପରେ ଅଭିମାନ ମଧ୍ୟ କରନ୍ତି। ଏବଂ ସମସ୍ତଙ୍କର ସେହି ଗୋଟେ ପ୍ରଶ୍ନ ଥାଏ କି ଭଗବାନ ଆମ କଥା ଶୁଣୁଛନ୍ତି କି ନାହିଁ, ଯଦି ଶୁଣୁଛନ୍ତି ତେବେ କିଛି ସଂକେତ ତ ଦିଅନ୍ତୁ ଯାହା ଦ୍ଵାରା ଆମେ ଜାଣି ପାରିବୁ ଯେ ସେ ତାଙ୍କର କୃପା ଦ୍ରୁଷ୍ଟି ଆମ ଉପରେ ସର୍ବଦା ରଖିଛନ୍ତି।

ହିନ୍ଦୁଧର୍ମରେ ଅଧିକାଂଶ ଘରେ ମନ୍ଦିର ନିର୍ମାଣ କରିଥାନ୍ତି  ଓ ସେହି ଘରେ ମନ୍ଦିର କରି ଦିନ ରାତି ପୂଜା ପାଠ କରିଥାନ୍ତି । ଭଗବାନଙ୍କ ଆଗରେ ଦୀପ ଲଗାଇ ତାଙ୍କର ଆରତୀ ଆରାଧନା କରି ସବୁ ଲୋକ ଚାହନ୍ତି କି ତାଙ୍କ ଉପରେ ଭଗବାନଙ୍କ ଆଶିର୍ବାଦ ଓ କେଉଁ ପରି କିଛି ସମସ୍ୟା ନ ଆସୁ  ଓ ତାଙ୍କର କୃପା ସର୍ବଦା ତାଙ୍କ ପରିବାର ଓ ତାଙ୍କ ମଧ୍ୟରେ ଖୁସି ଓ ସମୃଦ୍ଧି ନେଇଆସୁ  । କିନ୍ତୁ  ବୁଝିପାରେ ନାହିଁ କି ଭଗବାନ ନିଜ ଭକ୍ତଙ୍କ ଉପରେ କୃପା ରଖନ୍ତି ଓ ତାଙ୍କୁ ଏପରି କିଛି ସଙ୍କେତ ଦେଇଥାନ୍ତି ଯାହା ଆଧାରରେ ଜଣା ପଡିଯାଏ କି ଭଗବାନ କେତେ ତାଙ୍କର ଉପରେ ଆଶିର୍ବାଦ କରିଛନ୍ତି । ତେଣୁ ଆଜି ଆମେ ଏହି ଲେଖା ମାଧ୍ୟମରେ ସେହି ସଙ୍କେତ ବିଷୟରେ କିଛି ସୁଚନା ଦେବୁ । ଯାହାକୁ ବୁଝିବାରେ ଆପଣଙ୍କୁ ସହଜ ହେବ ।

ଯଦି କେଉଁ ବ୍ୟକ୍ତି ନିଜ ସ୍ୱପ୍ନରେ ବାରମ୍ବାର ଭଗବାନଙ୍କ ଦର୍ଶନ କରିଥାଏ ତେବେ ଏହାର ମତଲବ ହୋଇଥାଏ କି ଭଗବାନଙ୍କ କୃପା ଦୃଷ୍ଟୀ ତା ଉପରେ ସର୍ବଦା ରହିଛି । ସ୍ୱପ୍ନରେ ଭଗବାନଙ୍କୁ ଦେଖିବା ବହୁତ ଶୁଭ ବୋଲି ମାନିଥାନ୍ତି । ବହୁତଥର ଆମ ଜୀବନରେ ଘଟୁଥିବା ଘଟଣା ଆମକୁ ପୂର୍ବରୁ ମିଳିଯାଇଥାଏ । ଯଦି କେଉଁ ବ୍ୟକ୍ତି ଜୀବନରେ କିଛି ଶୁଭ କିମ୍ବା ଅଶୁଭ ହେବାର ଅଛି ତେବେ ତାହାର ଗୋଟେ ସଙ୍କେତ ପୂର୍ବରୁ ମିଳିଥାଏ । ଯାହା ଇସାରା କରେ କି ଭଗବାନଙ୍କ କୃପା ଦୃଷ୍ଟି ପ୍ରାପ୍ତି ହେବାର ଅଛି ।

ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ଯେଉଁ ବ୍ୟକ୍ତିଙ୍କ ଉପରେ ଭଗବାନଙ୍କ କୃପା ଦୃଷ୍ଟି ରହିଥାଏ ସେମାନଙ୍କୁ କମ୍ ପରିଶ୍ରମରେ ସଫଳତା ପ୍ରାପ୍ତି ହୋଇଥାଏ । ଏମିତି ସଙ୍କେତରୁ ଭଗବାନ ନିଜ ଭକ୍ତଙ୍କୁ ସବୁ ଅସୁବିଧାରୁ ମୁକ୍ତି ଦେଇଥାନ୍ତି । ଯଦି ଆପଣଙ୍କୁ ସମାଜରୁ ମାନ ସମ୍ମାନ ମିଳୁଛି ତେବେ ବୁଝି ଯାଆନ୍ତୁ କି ଆପଣଙ୍କ ଉପରେ ଭଗବାନ ଅତି ପ୍ରସନ୍ନ ଅଛନ୍ତି ।

ଯଦି କେଉଁ ବ୍ୟକ୍ତି ସକାଳୁ ଉଠିବା ମାତ୍ରେ ଅଚାନକ କିଛି ଭଲ ଖବର ମିଳୁଛି ତେବେ ଏହାର ମତଲବ ହୋଇଥାଏ କି ଭଗବାନଙ୍କ କୃପା ଆପଣଙ୍କ ଉପରେ ସଦେବ ରହିଛି ।

ସେମିତି ଦେଖାଯାଏ କି ଯେଉଁ ଭକ୍ତ ନିଜ ସଚ୍ଚା ମନରେ ଭଗବାନଙ୍କ ପୂଜା ଅର୍ଚ୍ଚନା କରିଥାଏ ତାହା ଉପରେ ଭଗବାନଙ୍କ କୃପା ଦୃଷ୍ଟି ରହିଥାଏ । ଭଗବାନ ନିଜ ଭକ୍ତ ମାନଙ୍କୁ କେବେ ବି ନିରାଶ କରନ୍ତି ନାହିଁ । ଓ କିଛି ଭଲ ଖବର ଜଣାଇଥାନ୍ତି ସଙ୍କେତ ମାଧ୍ୟମରେ । ଯଦି ଆପଣଙ୍କ ଜୀବନରେ ଏପରି କିଛି ସଙ୍କେତ ମିଳୁଛି ତେବେ ବୁଝିଯିବେ କି ଆପଣଙ୍କ ଉପରେ ଭଗବାନଙ୍କ ଆଶିର୍ବାଦ ରହିଛି ।

Leave a Reply

Your email address will not be published. Required fields are marked *