କରନ୍ତୁ ଏହିସବୁ ଘରୋଇ ଉପାୟ, ୮୦ ବର୍ଷର ବୟସରେ ବି ଦେଖାଯିବେ ୨୫ବର୍ଷର ସୁନ୍ଦରୀ – ଥରୁଟେ ନିଶ୍ଚିତ ଭାବେ ଏହାକୁ ବ୍ୟବହାର କରି ଦେଖିନ୍ତୁ

ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ, ଆଜି କାଲି ତ ସୁନ୍ଦର ଦେଖା ଯିବା ପାଇଁ ସମସ୍ତେ ବଜାରରୁ ନାନାଦି ପ୍ରକାରର ସାମଗ୍ରୀ କିଣି ଆଣି ମୁହଁ ରେ ଲଗାଉଛନ୍ତି। କିନ୍ତୁ ଏହା ଚେହେରାକୁ ଯେତିକି ସୁନ୍ଦର କରିଥାଏ, ସେତିକି ଖରାପ ମଧ୍ୟ ଏହା ଶରୀର ପାଇଁ। ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଘରୋଇ ଉପାୟ ଯାହାଦ୍ୱାରା ଆପଣ ସୁନ୍ଦର ଦେଖାଯିବା ସହ ସୁସ୍ଥ ବି ରହିବେ।

ଷ୍ଟେବେରୀ : ଷ୍ଟେବେରୀ ଫଳ ଯେତିକି ସ୍ୱାଦିଷ୍ଟ ହୋଇଥାଏ , ସେତିକି ଆପଣଙ୍କ ସ୍କ୍ରିନ୍ ପାଇଁ ଫାଇଦା ଦେଇଥାଏ , ଏଥିରେ ଭରପୁର୍ ମାତ୍ରାରେ ଭିଟାମିନ୍ ସି ମିଳିଥାଏ , ଯାହା ଚେହେରାରେ ଦାଗ ଦୁର କରିଦେଇଥାଏ । ଷ୍ଟେବେରୀ ମାସ୍କ ବନାଇବାକୁ ହେଲେ ୩-୪ ଟି ଷ୍ଟେବେରୀକୁ ଗ୍ରାଇଣ୍ତରରେ ଭଲ ଭାବେ ଗ୍ରାଇଣ୍ତ କରିନିଅନ୍ତୁ , ଓ ଚେହେରାରେ ଲଗାନ୍ତୁ , ପ୍ରାୟ ୧୫ ମିନିଟି ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ , ଆପଣଙ୍କ ଚେହେରା ଗୋରା ଦେଖାଯିବ ।

ଆଖୁ : ସେମିତି ଆଖୁର ରସ ଗ୍ରୀଷ୍ମ ଋତୁରେ ବହୁତ ଫାଇଦା ଯୋଗାଇଥାଏ , ଏହାର ବହୁ ପ୍ରକାରର ବ୍ୟବହାର କରାଯାଇଥାଏ , ଏହା ଆପଣଙ୍କ ସ୍କ୍ରିନ୍ କୁ ଯବାନ ରଖିବାରେ ସାହାଯ୍ୟ କରେ , କହିଦେବୁ କି ଆଖୁର ରସ ଚେହେରାରେ ଲଗାଇଲେ ଆପଣଙ୍କ ବୟସର ଦାଗ କମ୍ ହୋଈଯାଇଥାଏ , ଆଖୁର ରସରେ ସ୍କ୍ରିନ୍ କୁ ହାଇଡ୍ରେଡ୍ ରଖିଥାଏ , ଏଥିରେ ଗ୍ଲାଇକୋଲିକ୍ ଏସିଡ୍ ମହଜୁତ ହୋଇଥାଏ , ୩ ରୁ ୪ ଚାମଚ ଆଖୁର ରସରେ କିଛି ପରିମାଣର ହଳଦୀ ମିଶାଇ ଚେହେରାରେ ଲଗାନ୍ତୁ , ୧୦ ରୁ ୧୨ ମିନିଟ୍ ପରେ ଚେହେରା ସଫା ପାଣିରେ ଧୋଇ ଦିଅନ୍ତୁ , ଆପଣଙ୍କ ଚେହେରା ଚମକି ଉଠିବ ।

ଗାଜର ଓ ଆଳୁ : ଯଦି ଆପଣଙ୍କ ଚେହେରାକୁ ସତେଜ କରିବାକୁ ଚାହୁଁଚନ୍ତି ତେବେ ଆଳୁ ଓ ଗାଜର ଯେତେ ଖାଇବେ ସେତେ ସ୍ୱାସ୍ଥ୍ୟ ପାଇଁ ଫାଇଦାଦାୟକ ହେବ , କିନ୍ତୁ ଏହା ଆପଣଙ୍କ ତ୍ୱଚା ପାଇଁ ସେତିକି ଫାଇଦା ହେବ , କହିଦେବୁ କି ଗାଜର ଓ ଆଳୁର ପେଷ୍ଟ କରି ଆପଣ ଯବାନ ଦେଖାଯିବେ , ଗାଜର ଆଳୁରେ ଆପଣଙ୍କ ସ୍କ୍ରିନ୍ ରେ ଭିଟାମିନ୍ ଏ ର ଅଭାବ କୁ ଦୂର କରିଥାଏ ।

କାକୁଡି ଓ ଦହି : ଦହି ଓ କାକୁଡି ଖାଇବା ଯେତିକି ଲାଭଦାୟକ ହୋଇଥାଏ , ସେତିକି ଏହାର ପେଷ୍ଟ ସ୍କ୍ରିନ୍ ରେ ଲଗାଇବା ଭଲ ହୋଇଥାଏ , କାକୁଡିରେ ମିଳୁଥିବା ଭିଟାମିନ୍ ସି ଚେହେରାକୁ ନରମ କରିଦିଏ , ଓ ଦହିରେ ମହଜୁତ ଆଣ୍ଟି ଏକ୍ସିଡେଣ୍ଟ ଚେହେରାର ଡାର୍କ ସ୍ପଟ୍ କୁ ଦୂର କରି ଚେହେରା ଉଜ୍ଜଳ କରିଥାଏ । ଏହାକୁ ଫେସ୍ ମାକ୍ସ ଭାବେ ଲଗାଇବାକୁ ହେଲେ ୧ କାକୁଡୀକୁ ଭଲ ଭାବେ ପେଷି ଦିଅନ୍ତୁ , ଓ ସେଥିରେ ୨-୩ ଚାମଚ ଦହି ମିଶାଇ ମିକ୍ସ କରିଦିଅନ୍ତୁ , ହାଲକା ହାତରେ ନିଜ ଚେହେରାରେ ଏହାକୁ ଲଗାନ୍ତୁ , ୧୦-୧୫ ମିନିଟ୍ ପରେ ଚେହେରାକୁ ଧୋଇ ଦିଅନ୍ତୁ , ଓ ଦେଖିବେ ଆପଣଙ୍କ ଚେହେରା ଚମକି ଉଠିବ ।

ଏହି ଫେସ୍ ମାସ୍କ କୁ ବନାଇବାକୁ ହେଲେ ଗାଜର ଓ ଆଳୁକୁ ସିଜାଇ ଦିଅନ୍ତୁ , ଓ ଛୋଟ ଛୋଟ ଖଣ୍ତରେ କାଟି ଦିଅନ୍ତୁ , କାଟିବା ପରେ ତାକୁ ଭଲ ଭାବେ ମିକ୍ସ କରିନିଅନ୍ତୁ , ଓ ତାହା ସହ ଗୋଟିଏ ଚୁଟକି ହଳଦୀ ଓ ବେକିଙ୍ଗ୍ ସୋଡା ମିଶାନ୍ତୁ , ଓ ଚେହେରାରେ ଭଲ ଭାବେ ଲଗାନ୍ତୁ , ପ୍ରାୟ ୨୦ ମିନିଟ୍ ପରେ ନଖ ଉଷୁମ ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ , ସପ୍ତାହରେ ଦୁଇଥର ଏମିତି କରିଲେ ଆପଣଙ୍କ ଚେହେରାରେ ପରିବର୍ତ୍ତନ ଦେଖାଦେବ ।

ଗ୍ଲିସରିନ୍ : ଶୀତ ଦିନରେ ଗ୍ଲିସରିନ୍ ଶରୀରରେ ଲଗାହୋଇଥାଏ , କହିଦେବୁ କି ଗ୍ଲିସରିନ୍ ରେ ଆଣ୍ଟି ଏକ୍ସିଡେଣ୍ଟ ମହଜୁତ ହୋଇଥାଏ , ଯାହା ଚେହେରାରେ ବୟସ ଚିହ୍ନକୁ ଦୂର କରିଦିଏ , ତାହା ସହ ତ୍ୱଚାକୁ ସଫ୍ଟ ବି ରଖିଥାଏ , ଗ୍ଲିସରିନ୍ ରେ ଆପଣ ମୁଲତାନୀ ମାଟି ମିଶାଇକରି ଚେହେରାରେ ଲଗାଇପାରିବେ ।

Leave a Reply

Your email address will not be published. Required fields are marked *