ଶାହରୁଖଙ୍କ ପୁଅ ଏହି ଭିକାରିଙ୍କ ସହ କରିଲେ ଏପରି ବ୍ୟବହାର, ଦେଖିକି ଲୋକ କହିଲେ “ପୁଅ ହେବ ତ ଏମିତି”

ଆମେମାନେ ଜାନିଛେ ବଲିଉଡ୍ ର କଳାକାର ମାନେ ସବୁବେଳେ କିଛିନା କିଛି କଥା କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।

ଏମିତି ରେ ଆପଣ ମାନେ ଜାଣି ଥିବେ ଆଜି କାଲି ସମୟ ରେ ବଲିଉଡ ରେ ଯେକୈଣସି ବି କଳା କାର ହେଉନ୍ତୁ ନା କାହିଁକି ସେମାନେ ପ୍ରତ୍ୟେକ ଦିନ ଚର୍ଚ୍ଛାର ବିଷୟ ରେ ରହିବାକୁ ଚାହାନ୍ତି । ଏମିତି ବେଳେ ଆମେ ମାନେ ବଲିଉଡ ରେ ବର୍ତମାନ ର କଳାକାର ମାନଙ୍କ ମଧ୍ୟ ରୁ କିଛି ଏମିତି କଳାକାର ମାନଙ୍କ ବିଷୟ ରେ ବି ଜାଣିଛେ ଯେଉଁ ମାନେ କି ଲୋକ ମାନଙ୍କୁ ସାହାଜ୍ୟ କରିବା ପାଇଁ ବହୁତ ଆତୁର ହୋଇ ଥାନ୍ତି ।

ତେବେ ନିଶ୍ଚିତ ଭାବେ କହିବା ପାଇଁ ଗଲେ ସଲମାନ ଖାନ୍ ଓ ଅକ୍ଷୟ କୁମାର ସବୁଠୁ ଆଗରେ ଆସନ୍ତି । କିନ୍ତୁ ଏବେ ସେହି ସ୍ଥାନ କୁ ପଛରେ ପକେଇ କିଙ୍ଗ ଖାନ୍ ଙ୍କ ପୁଅ ଆଗକୁ ଆସିଛନ୍ତି । ଏଥିପାଇଁ ଲୋକେମନେ ତାଙ୍କର ବହୁତ ପ୍ରଶଂସା କରି କହିଛନ୍ତି କି ପୁଅ ହେବ ତ ଏମିତି।

ଖାଲି ସେତିକି ନୁହେଁ ତାଙ୍କ ବାପା ସାରୁଖ୍ ଙ୍କ ପ୍ରସଂଶା କରିବାକୁ ବି ଲୋକ ମାନେ ପଛାଇ ନାହାନ୍ତି । ତବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ କଥା କଣ ଜାଣି ନେବା । କିଛି ଦିନ ପୂର୍ବରୁ ମୁମ୍ଭାଇ ବାନ୍ଦ୍ରା ନିକଟସ୍ଥ ଏକ ରେଷ୍ଟୁରାଣ୍ଟ ରେ ସାରୁଖ୍ ଙ୍କ ପୁଅ ଆର୍ଯ୍ୟନ ଙ୍କୁ ଦେଖିବାକୁ ନିଜ ଗାଡିରୁ ବାହାରି ଏକ ଭିକାରୀ ଯୁବତୀ କୁ ଟଙ୍କା ଦେବାରେ ଦେଖିବାକୁ ମିଳିଥିଲା ।

ତାଙ୍କର ଏମିତି କାମ ଏତେ କମ୍ ବୟସରେ ଦେଖି ଆମେତ ଏତିକି କହିବୁ ସବୁ କଳାକାର ମାନେ ଯଦି ଏମିତି କରିବେ ତେବେ ଗରିବ ଲୋକଙ୍କୁ ବହୁତ୍ ସାହାଯ୍ୟ ମିଳିବ।

Leave a Reply

Your email address will not be published. Required fields are marked *