ବିନା ପ୍ୟାଣ୍ଟ ପିନ୍ଧି ପୁଅକୁ ସ୍କୁଲ ଛାଡିବାକୁ ଗଲେ ଶିଲପା ସେଠି : ଦେଖନ୍ତୁ ଲୋକ କଣ କହିଲେ ? ହୋସ ଉଡିଯିବ ଆପଣଙ୍କର |

ବିନା ପ୍ୟାଣ୍ଟ ପିନ୍ଧି ପୁଅକୁ ସ୍କୁଲ ଛାଡିବାକୁ ଗଲେ ଶିଲପା ସେଠି : ଦେଖନ୍ତୁ ଲୋକ କଣ କହିଲେ ? ହୋସ ଉଡିଯିବ ଆପଣଙ୍କର |

ବିନା ପ୍ୟାଣ୍ଟ ପିନ୍ଧି ପୁଅକୁ ସ୍କୁଲ ଛାଡିବାକୁ ଗଲେ ଶିଲପା ସେଠି  : ଦେଖନ୍ତୁ ଲୋକ କଣ କହିଲେ ? ହୋସ ଉଡିଯିବ ଆପଣଙ୍କର |ବଲିଉଡ ଆକ୍ଟ୍ରିଶ ଶିଲପା ସେଠି ସବୁବେଳେ ନିଯ ଷ୍ଟାଇଲ କୁ ନେଇକି ଜଣ ଯାଆନ୍ତି | ନୂଆ ଜେନେରେସନ ବି ତାଙ୍କ ଷ୍ଟାଇଲ କୁ କପି କରନ୍ତି | କିନ୍ତୁ ବେଳେ ବେଳେ ସେ ନିଜ ଷ୍ଟାଇଲ କୁ ନେଇକି ସମାଲୋଚନାର ଶିକାର ହୁଅନ୍ତି | ବେଳେବେଳେ ସେ ତାଙ୍କର ଏମିତି ନୂଆ ଷ୍ଟାଇଲ ପାଇଁ ବହୁ ଅସୁବିଧାର ଶିକାର ହୁଅନ୍ତି | ଏମିତି ହିଁ କିଛି ଏବେ ତାଙ୍କ ସହ ହେଲା ଆପଣାକୁ ଏଠାରେ ଜଣାଉଛୁ ଯେ ଶିଲପା ନିଜର ଏକ ଫୋଟୋ ପାଇଁ ଏବେ ସୋସିଆଲ ମିଡ଼ିଆ ରେ ବହୁତ ଟ୍ରଲ ହଉଛନ୍ତି | ଛାଡ଼ନ୍ତୁ କଥାକୁ ଅଧିକ ନବଡ଼ହାଇ ଅସଲ କଥାଟା କହୁଛୁ

ଏ ଫୋଟୋ ସେବେକାର ଯେତେବେଳେ ସେ ପୁଅ ଵିଵାନ କୁ ନେଇକି ବୁମ୍ବଇର ସ୍କୁଲ କୁ ନେଇଥିଲେ ଛାଡିବାକୁ | ଶିଲପା ଏଠି କୁର୍ତ୍ତୀତ ପିନ୍ଧିଥିଲେ କିନ୍ତୁ ତାଙ୍କୁ ଦେଖିଲେ ଲାଗୁଥିଲା ଯେମିତି ସେ ଭୁଲ୍ ରେ ପ୍ୟାଣ୍ଟ ପିନ୍ଧିବା ଭୁଲି ଯାଇଛନ୍ତି|

ଶିଲପା ଙ୍କ ଏ ଫୋଟୋ ଦେଖି ଲୋକ ବହୁତ ମଜାକ ଉଡାଉଛନ୍ତି ଜଣେ ଏମିତି ଲେଖିଲା କି ” ବହୁତ ଜଲ୍ଦୀରେ ମାଡାମ ପ୍ୟାଣ୍ଟ ପିନ୍ଧିବା ଭୁଲି ଯାଇଛନ୍ତି ଏବେ ଯଦି ଆମେ ଦେଖିବୁ ତା କହିବେ କି ଖରାପ ନଜର ରେ ଦେଖିଲା ଯଦି ପ୍ୟାଣ୍ଟ ପିଢ଼ିଠାନ୍ତ ତା ଭଲ ଲାଗିଥାନ୍ତା  କିନ୍ତୁ ସେତ ଭୁଲିଗଲେ ” | ଏମିତି  ଆଉଜଣେ ଏ କହିଲା କି ” କଣ ଭାଉଜ ରାଜ କୁନ୍ଦ୍ରା ଘରୁ ବାହାର କରିଦେଲେ ନା କୁକୁର ପ୍ୟାଣ୍ଟ କୁ ଜହୁଣିକି ଖାଇଦେଲା ”

ଛାଡ ଏହା ପୂର୍ବରୁ ବି ଶିଲପା ବହୁତ ଥର କାପଡ଼ାକୁ ନେଇକି ଚର୍ଚାରେ ରହି ଆସିଛନ୍ତି ତାଙ୍କ ପାଇଁ ଏହା କିଛି ନୂଆ କଥା ନୁହଁ | ଏହାକୁ ଛାଡ଼ିବି ସେ ଏବେ ଏକ ଭିଡିଓ କୁ ନେଇକି ସୋସିଆଲ ମିଡ଼ିଆ ରେ ବହୁତ ଟ୍ରଲ ହୋଇଥିଲେ | ଏହି ଭିଡିଓ ରେ ସେ ମାଛ ଧରୁଥିଲେ | ସୋସିଆଲ ମିଡ଼ିଆରେ ଲୋକେମାନେ ତାଙ୍କୁ ଯିବା ହତ୍ୟା ନକରିବାକୁ ପରାମର୍ଶ ଦେଇଦେଲେ |

Leave a Reply

Your email address will not be published. Required fields are marked *