ପ୍ରିୟଙ୍କା ଙ୍କ ଭାଉଜ କୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ | କୋଟି କୋଟି ଲୋକ ତାଙ୍କ ଦିବାନା

ଆଜିକାଲି ପ୍ରିୟଙ୍କା ତାଙ୍କର ବୟ ଫ୍ରେନ୍ଡ  ନିକ ଙ୍କ ନିର୍ବନ୍ଧ କୁ ନେଇ ବେଶ ଚର୍ଚାରେ ଅଛନ୍ତି ଆଉ ଦୁନିଆ ଯାକର ଲୋକ ଏ ଦୁଇ ଜଣଙ୍କୁ ସୂବେଛା ଜଣାଉଛନ୍ତୁ | ଆପଣାକୁ ଏଠାରେ ଜଣେଇ ଦଉଛୁ ଯେ ହଲିଉଡ଼ ହିରୋଇନ ସୋଫି ଟନ୍ରର ସେବି ପ୍ରିୟଙ୍କା ଆଉ ନିକ କୁ ସୂବେଛା ଜଣେଇଛନ୍ତି ଯିଏକି ତାଙ୍କର ଭାଉଜ ହବାକୁ ଯାଉଛନ୍ତି |

ଆପଣାକୁ ଜଣାଇ ଦଉଚୁ ଯେ ସୋଫି ନିଜ ଟ୍ୱିଟର ଆକାଉଣ୍ଟ ରେ ପ୍ରିୟଙ୍କା ଆଉ ନିକଙ୍କ ଫୋଟୋ କୁ ସେୟାର କରି ଲେଖିଛନ୍ତି କି ମୁ ମୋ ଦିଅର ନିକ ଆଉ ଭାଉଜ ପ୍ରିୟଙ୍କର ନିର୍ବନ୍ଧ କୁ ନେଇକି ବହୁତ ଉତ୍ସାହ ଅଛି ପ୍ରିୟଙ୍କା କୁ ଆମ ପରିବାରକୁ ସୟାଗତଂ ଆଉ ଆପଣ ଦୁଇଜଣଙ୍କୁ ମୁ ବହୁତ ଭଲ ପାଏ|

ସୋଫି ଏକୁଉସି ବର୍ଷର ବ୍ରିଟେନର ହେରୋଇନ ଅଟନ୍ତି ତାଙ୍କୁ ଲୋକ ତାଙ୍କ ଧାରାବାହିକ ” ଗେମ ଅଫ ଥ୍ରୋନ ” ପାଇଁ ପୁରା ଦୁନିଆ ରେ ବେଶ ପରିଚିତ | ” ଗେମ ଅଫ ଥ୍ରୋନ ” ହେଉଛି ଆମେରିକାର ଏକ ଧାରା ବାହିକ ଯଉଟାକୁ ପୃଥିବର ସବୁଠୁ ଲୋକ ପ୍ରିୟ ଧାରାବାହିକ ଭାବେ ପରିଚିତ | ସୋଫି ନିକ ଙ୍କ ଭାଇ ସହ 2016 ରୁ ଡେଟ କରି ଆସୁଛନ୍ତି ଏବେ ନିକଟରେ ସେମାଙ୍କର ବି ନିର୍ବନ୍ଧ ହେଇ ଯାଇଛି | ଆପଣାକୁ ଜାଣି ଦେଉଛୁ ଯେ ଏବେ ପ୍ରିୟଙ୍କା ଙ୍କର ବି ନିର୍ବନ୍ଧ ବୁମ୍ବାଇ ରେ ଅନୁଷ୍ଠିତ ହୋଇଗଲା ଯାଉଥିଲେ ନିକ ଙ୍କ ସମସ୍ତ ପରିବାର ସଦସ୍ୟ ଉପସ୍ଥିତ ଥିଲେ|

 

 

 

 

Leave a Reply

Your email address will not be published. Required fields are marked *