ନିଜ କ୍ଷୀର ବିକି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ମହିଳା, ପୁରୁଷ ମାନେ ପିଉଛନ୍ତି ଏହି କ୍ଷୀର

ଶୁଣିଲେ ଆପଣକୁ ହୁଏତ ବିଶ୍ୱାସ ହବନି କି ଗୋଟେ ମହିଳା ନିଜ ର କ୍ଷୀର ବିକ୍ରି କରି କେମିତି ଲକ୍ଷପତି ହୋଇ ପାରିଲେ । ମହିଳା ଜଣକ ନାମ ହେଲା ସାଇପ୍ରସ ତାଙ୍କର କହିବା ମୁତାବକ ସେ ଯା କଥା କହୁଛନ୍ତି ତାକୁ ହୁଏତ କେହି ବିଶ୍ୱାସ ନକରି କରିପାରନ୍ତି କିନ୍ତୁ ଏ କଥାରେ କୌଣସି ଗୁଜବ ନାହିଁ କଥାଟି ହେଉଛି ସମ୍ପୂର୍ଣ୍ଣ ସତ୍ୟ । ତାଙ୍କର କହିବା ହିସାବରେ ତାଙ୍କ ଘର ନିକଟରେ ରହୁଥିବା ଦୁଇଟି ପିଲା ର ମା ମିସ୍ ରା଼ଫାଏଲା ନିଜ ସ୍ତନର କ୍ଷୀର ବିକି କରି ଏବେ ଲକ୍ଷ ଲକ୍ଷ ଟଙ୍କା କି ତାଠୁ ଅଧିକା ରୋଜଗାର କରିପାରୁଛି।

ମିସ୍ ରାଫାଏଲା ସ୍ତନ ର ବାହାରୁଥିବା କ୍ଷୀର ବାଡ଼ୀବିଲଡିଂ କିମ୍ବା କସ ରତ୍ କରୁଥିବା ଲୋକ ମାନଙ୍କ ପାଁଇ ବହୁତ ଲାଭକାରୀ ହେଉଛି ହେଉଛି ବୋଲି ଜଣା ପଡିଛି । କିଛି ଦିନ ପୂର୍ବରୁ ରା଼ଫାଏଲା ଏକ ସନ୍ତାନ କୁ ଜନ୍ମ ଦେଇଛନ୍ତି କିନ୍ତୁ ସେ ଧୀରେ ଧୀରେ ଅନୁଭବ କଲେକି ତାଙ୍କ ସ୍ଥାନରେ ଯଥେଷ୍ଟ ରୁ ଅଧିକ ପରିମାଣର କ୍ଷୀର ବାହାରୁଚି ଏହି କଥା ସେ ଡାକ୍ତର ଙ୍କୁ ଜଣାଇଲେ ଡାକ୍ତର ବି ଚେକପ କରି ସାରିଲା ପରେ ଜାଣି ପାରିଲେ କି ପ୍ରକୁତରେ ତାଙ୍କ ଶରୀର ରେ କ୍ଷୀର ର ମାତ୍ର ବହୁତ ପରିମାଣ ରେ ଉପସ୍ଥିତ ରହୁଛି ଏବଂ ଖୁବ ଶୀଘ୍ର ହେଉଛି। ଏହା ପରେ ତାଙ୍କ ମୁଣ୍ଡରେ ବୁଦ୍ଧି ଆସିଲା କି ସେ ଏହି ବଳକା କ୍ଷୀରକୁ ଅନଲାଇନ୍ ସାଇଟ ରେ ବିକ୍ରୟ କରିବେ ଓ ଏହାର ଯୋଜନା ସେ ଆରମ୍ଭ କରିଦେଲେ ।

ରା଼ଫାଏଲା ବହୁତ୍ ଆଗରୁ ଜାଣିଥିଲେ କି  ମଣିଷର ଏହି କ୍ଷୀର ରେ ପ୍ରୋଟିନ ଓ ଭିଟାମିନ ର ପରିମାଣ ବହୁତ୍ ଅଧିକା ଯାହାକୁ ସେ ଜିମ୍ ଯାଉଥିବା ବ୍ୟକ୍ତି ମାନଙ୍କ ପାଇଁ ଉପକାରୀ ଅଟେ । ତେଣୁ ସେ ଏହାକୁ ଅନଲାଇନ୍ ରେ ସେଲ୍ କରିବା କୁ ଲାଗିଲେ ।

ସେ ଏହା ବି କହିଲେ ଯେବେ ବାଡ଼ୀବିଲଡିଂ ପୁରୁଷ ମାନେ ଜାଣିବାକୁ ପାଇଲେ କି ତାଙ୍କ ଶରୀର ରେ ଥିବା କ୍ଷୀର ସେମାନଙ୍କ ପାଁଇ ବେଶ ଲାଭ ଦାୟକ । ପରେ ସେମାନେ ଏହାକୁ ଆଉ ବିଳମ୍ବ ନକରି କିଣିବା ଆରମ୍ଭ କରିଦେଲେ ଆଜିଯାଏ ମିସ୍ ରା଼ଫାଏଲା ମୋଟ ଉପରେ 50 ଲିଟର ରୁ ଅଧିକ ଓଜନର କ୍ଷୀର ବିକି ସାରିଲେଣି ଯାହାକୁ ଭାରତୀୟ ମୁଦ୍ରାରେ ଦେଖିଲେ ପ୍ରାୟ ୫ ଲକ୍ୟ ପାଖା ପାଖି ହେବ ।

Leave a Reply

Your email address will not be published. Required fields are marked *