ନାବାଳିକାଙ୍କୁ ବଳ ପୂର୍ବକ ଚୁମ୍ବନ ଦେଇ ଫସିଥିଲେ କଣ୍ଠଶିଳ୍ପୀ ପାପୋନ, ୬ମାସ ପରେ ଏହି ଗୀତ ଜରିଆରେ ପୁଣି ଫେରୁଛନ୍ତି ପରଦାକୁ

ମାୟନଗରୀ ମୁମ୍ବାଇ ର କଥା : ସାରା ଦେଶ ଏସିଆନ କ୍ରୀଡା କୁ ନେଇ ମସ୍ତି କରୁଥିବା ବେଳେ ଆମ ଭାରତୀୟ ରିୟାଲିଟି ସୋ’ରେ ଘଟିଥିବା ଏକ ଏମିତି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ସମ୍ଵୟୁତ କରିଥିଲା ସଭିଙ୍କୁ ।ଆମ ଦେଶରରେ ବଲିଉଡରେ ସ୍ଥାନ ପାଇବା ପାଇଁ ସମସ୍ତେ ସ୍ୱପ୍ନ ଦେଖନ୍ତି କିନ୍ତୁ ଏହି ବଲିଉଡ୍‌ର ଆଗ ଧାଡ଼ିର କଣ୍ଠଶିଳ୍ପୀ ପାପୋନଙ୍କୁ ନେଇ ଏବେ ଏମିତି ତେଜିଥିଲା ବିବାଦ ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଟିଭି ରିୟାଲିଟି ସୋ’ର ଜଣେ ନାବାଳିକା ପ୍ରତିଯୋଗୀଙ୍କୁ ରଙ୍ଗ ମାରିବା ଭାଣରେ ସେ ତାଙ୍କୁ କରିଥିବା ଗୋଟେ ଚୁମ୍ବନ କରି ଦେଇଥିଲେ ଏହି ଚୁମ୍ବନର ଭିଡ଼ିଓ ଇଣ୍ଟରନେଟରେ ଭାଇରାଲ ହେବା ପରେ ଏହାକୁ ନେଇ ଏବେ ବଡ ବିବାଦ ଆରମ୍ଭ ହୋଇଥିଲା । ପୀଡିତା ଦ୍ଵାରା ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ବଢ଼ୁଥିବା ଏହି ବିବାଦକୁ ସାମ୍ନାରେ ରଖି ତାଙ୍କୁ ସେଇ ବହୁ ଚର୍ଚିତ ରିୟାଲିଟି ସୋ’ରୁ ମଧ୍ୟ ବାହାରର ବାଟ ଦେଖେଇ ଦେଇଛନ୍ତି |

ଏହି ଘଟଣା ଜଣାପଡିବା ପରେ ତାଙ୍କୁ ଦୀର୍ଘ ୬ମାସ ହେଲା ସଙ୍ଗୀତ ଦୁନିଆ ଠାରୁ ଦୂରେଇ ରଖିଥିଲେ । ତାଙ୍କର ଏମିତି ଖରାପ ଭିଡ଼ିଓ ଭାଇରାଲ ହେବା ପରେ ଇଣ୍ଟରନେଟ ରେ ତାଙ୍କୁ ଅଭିକ କେହି କାମ ଦେବା ପାଇଁ ରାଜି ହେଉ ନଥିଲେ କି କିଛି ସମ୍ପର୍କ ବି ରଖିବାକୁ ଡରୁଥିଲେ ଲୋକ ମାନେ । କିନ୍ତୁ ଏବେ ସେ କିଛିଦିନ ପରେ ପାପୋନ ପୁଣି ଥରେ ନିଜ ସଙ୍ଗୀତ ପାଖକୁ ଫେରିଥିବା କଥା କିଛି ବିଶେଷ ସୂତ୍ରରୁ ପ୍ରକାଶ ପାଇଛି । ଫିଲ୍ମ ‘III Smoking Barrels’ରେ ସେ ନିଜର କଣ୍ଠଦାନ କରିଥିବା ସୁନା ଯାଇଛି ଯଉଁଟାକି ତାଙ୍କ ପାଇଁ ବହୁତ ଭଲ । ଏବେ ଟ୍ରେଣ୍ଡ ରେ ଚାଲିଥିବା ଗୀତ ‘ୟେ ତିସ୍‌ନଗୀ’ ସଙ୍ଗୀତରେ ସେ ମଧ୍ୟ ନିଜ କଣ୍ଠଦାନ କରିଥିବା ବେଳେ ଏହାକୁ ଏହି ଅଗଷ୍ଟ ୨୮ରେ ରିଲିଜ୍‌ କରାଯାଇଥିଲା । ଏବେ ଦେଖିବାର ଅଛି କି ଏମିତି ନିନ୍ଦନୀୟ ଘଟଣା ପରେ ତାବକ ଜୀବନକୁ କେତେ ପ୍ରଭାବ ପକାଉଛି |

Leave a Reply

Your email address will not be published. Required fields are marked *