ଧୋନିଙ୍କ ଏମିତି ବୟାନ ଶୁଣି ରୋହିତ ଶର୍ମା ଆଶ୍ଚର୍ଯ୍ୟ।

ଆପଣମାନେ ସମସ୍ତେ ଜାଣିଥିବେ ୫ ଟା ଟେଷ୍ଟ ସାରିଲା ପରେ ଭାରତୀୟ କ୍ରିକେଟ ଟିମ୍ ର ଚୟନ କାର ହୋଇଛି ଏସିଆ କପ୍ ପାଇଁ। ଏଥିରେ ରୋହିତ ଶର୍ମାଙ୍କୁ ଅଧିନାୟକ ରୂପେ ମନୋନୀତ କରାଯାଇଛି ଏବଂ ବିରାଟ କୋହିଲି ଙ୍କୁ ବିଶ୍ରାମ ଦିଆଯାଇଛି। ରୋହିତ ଙ୍କ ଅଧିନାୟକ ହେବାକୁ ନେଇ ପୂର୍ବତନ ଅଧିନୟକ ମହେନ୍ଦ୍ର ସିଂ ଧୋନି ଏମିତି ଏକ ବୟାନ ଦେଇଛନ୍ତି କି ଆପଣ ଜାଣିଲେ ଚକିତ ହୋଇଯିବେ। ଆସନ୍ତୁ ଜାଣିବା ଧୋନି କଣ୍ କହିଲେ ରୋହିତ ଶର୍ମା ଙ୍କ ବିଷୟରେ।

ଆପଣ ମାନକୁ ଏଠାରେ ଜଣାଇ ଦେଉଚୁ କି ଏଥର ହେବାକୁ ଯାଉଥିବା ଏସିଆ କପ ରେ ଭାରତ ସହିତ ସମୁଦାୟ ୬ ଗୋଟି ଦଳ ଭାଗ ନେଇଛନ୍ତି ।ଏଥିରେ ଏମିତି ଦୁଇଟି ଦଳ ଅଛନ୍ତି ଯାହା ସହ ଭାରତର କଡ଼ା ମୁକାବିଲା ହବ। ଏଥିରେ ୧୯ ସେପ୍ଟେମ୍ବର କୁ ହେବାକୁ ଥିବା ଭାରତ ଓ ପାକିସ୍ତାନ ମ୍ୟାଚ କୁ ଉଭୟ ଦେଶର ଲୋକ ମାନଙ୍କୁ ଅତ୍ୟନ୍ତ ରୋମାଞ୍ଚକର ସହ ଦେଖିବାକୁ ଅପେକ୍ଷା କରିଛନ୍ତି .ଏଥର ଭାଗ ନେଉଥିବା ଭାରତୀୟ ଦଳରେ ସମ୍ପୂର୍ଣ ଭାବେ ପରିବର୍ତନ କରାଯାଇଛି କାରଣ ହେଉଛି କି ଦଳର ଅଧିନାୟକ ବିରାଟ କୋହଲି ବହୁତ ଦିନରୁ ଖେଳୁଥିବା ରୁ  ତାଙ୍କୁ ବିଶ୍ରାମ ଦେଇ ତାଙ୍କ ଜାଗାରେ ରୋହିତ ଶର୍ମା ଙ୍କୁ ଅଧିନାୟକ ଭାବେ ମନୋନୀତ କରାଯାଇଛି ଏହି କଥାକୁ ନେଇ ଏବେ ଧୋନି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ଯାହାକି ଶୁଣିଲେ ଆପଣକଂ ହୃଦୟ ତରଳାଇ ଦେବ।

ରୋହିତ ଙ୍କ ଅଧିନାୟକ କୁ ନେଇ ଧୋନି କହିଛନ୍ତି କି ବିରାଟ କୋହଲି ଙ୍କୁ ବିଶ୍ରାମ ଦେବା ଏକ ସମ୍ପୂର୍ଣ ଭାବ ଠିକ ନିର୍ଣ୍ଣୟ କାରଣ ବିରାଟ ବହୁ ଦିନରୁ ବିନା ବିଶ୍ରାମ ରେ ଭାରତ ପାଇଁ ଖେଳି ଚାଲିଛନ୍ତି ଏବଂ ଏଥି ପାଇଁ ତାଙ୍କୁ ବିଶ୍ରାମ ଦେବା ନିହାତି ଦରକାର ଥିଲା ଏହା ପରେ ସେ ରୋହିତ ଶର୍ମା ଙ୍କ ବିଷୟରେ କହିଲେ କି ସେ ଜଣେ ଖାଲି ବହୁତ୍ ଭଲ ଖେଳାଳି ନୁହନ୍ତି ଏଥି ସହ ସେ ଜଣେ ଦକ୍ଷ ଅଧିନାୟକ ମଧ୍ୟ୍ୟ । ରୋହିତ ଙ୍କ ପ୍ରଦର୍ଶନ ରେ ସମସ୍ତେ ବହୁତ୍ ଖୁସି ଅଛନ୍ତି ଓ ସେ ଏହାକୁ ଉତ୍ତମ ଭାବେ ତୁଲାଇବେ ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ ।  ରୋହିତଙ୍କ ବିଷୟରେ ଆପଣକଂ କଣ୍ ମତାମତ ଅଛି ତଳେ ଲେଖି ଜଣାନ୍ତୁ।

Leave a Reply

Your email address will not be published. Required fields are marked *