କେବଳ ପାକିସ୍ତାନରୋ ନୁହେଁ, ଚାଇନା ଓ ଆମେରିକାରେ ଖେଳିଗଲା କୋକୁଆ ଭୟ, ନରେନ୍ଦ୍ର ମୋଦୀଙ୍କ ଏ ବଡ ନିଷ୍ପତିରେ

ବିଶ୍ଵ ରେ ଆମେରିକାର ଦବ ଦବା ସବୁବେଳେ ସେଇଥି ପାଇଁ ସେ ଭାବୁଥିଲା ଭାରତକୁ ବି ସେମିତି କରିବାକୁ ଚାହିଁଥିଲା କିନ୍ତୁ ବହୁତ ଥର ବାଧ୍ୟ କରାଉଥିଲା  ପରେବି ଋଷିଆ ଠାରୁ ଭାରତ ଏହାକୁ ନଉଚି । ବର୍ତ୍ତମାନ ଯାଏ ଯାହା ଖବର ମିଳିଛି ଋଷିଆ ଆଗ ସପ୍ତାହ ଭିତରେ ଏହାର ପୂରଣ କରିବା ବୋଲି ସୂଚନା ମିଳିଛି କିନ୍ତୁ ଭାରତ ରେ ଏହା ଆସି ପହଞ୍ଚିଲା ବେଳକୁ 5 ଅକ୍ଟୋବର ହୋଇଯିବ ଯଦି ଏହି ଅସ୍ତ୍ର ଭାରତ ପାଖରେ ଆସି ପହଞ୍ଚିବ ତାହେଲେ ଭାରତକୁ ଆଉ କାହାକୁ ଦରିବାକୁ ପଡ଼ିବନି । ମିଳିଥିବା ସୂଚନା ଅନିୁସାରେ ଭାରତର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ଅତ୍ୟାଧୁନିକ ଦିଫେଂଶ ମିସାଇଲ ପ୍ରଣାଳି ଯାହାର ନାମ S_400 ସିଗନିଫିନିଟି କୁ ଆଣିବା ପାଇଁ ଋୁଷିଆ ସହିତ ଡିଲ କରୁଛନ୍ତି । ଏପରି ବେଳେ ଆପଣଙ୍କୁ ଆମେ ଜଣାଇ ଦେଉଛୁ କି ଏହି ଦିରେ ଆମେରିକା ଏବେ ଭାରତ ଉପରେ ସନ୍ଧେହ ର ବାଦଲ ଘୁରିବା ଭଳି ଲାଗିଲାନି । ଓ ସେ ଆମ ଭାରତକୁ ବାରମ୍ବାର ଧମକ ପୂର୍ଣ୍ଣ ଭାବେ ଦରାଇ ଏହି ଡିଲକୁ ରୋକି ପାଇଁ କହୁଛନ୍ତି ।

ଏହି ଡ଼ିଲ୍ 40 ହଜାର କୋଟି ର ହେବାକୁ ଜାଉଛି ଯାହାକୁ ଆମେରିକା ନାପସନ୍ଦ କରୁଛି ।

କାରଣ ଜଦି ଏହି ଅସ୍ତ୍ର ଭାରତ ପାଖେ ଆସିଜିବ, ତେବେ ରୁଷିଆ ଓ ଆମେରିକା ପରେ ଆମ ଦେଶ ଭାରତ ହେବ ପୁରା ବିଶ୍ବର ତୃତୀୟ ଦେଶ ଯାହା ପାଖେ ଏହି ବହୁତ ଅତ୍ୟଧୁନିକ ଅସ୍ତ୍ର ରହିବ। ସେଇଥି ପାଇଁ ଆମେରିକା ପାଖରୁ ଧମକ ଆସିଛିକି ଯଦି ଏପରି କ୍ଷେତ୍ରରେ ଭାରତ ଋଷିଆ ଠାରୁ ଏହି ଡିଲକୁ କରେ ତ ଭାରତ କୁ ଏହାର ପ୍ରତିଫଳ ବହୁତ୍ ଖରାପ ଭୋଗ କରିବା ପାଇଁ ପଡିବ । ଆମେରିକା ପ୍ରତେକ୍ଷରେ ଏବେ ଯାଏ କିଛି କହିନଥିଲେ ବି, ଆମେରିକା ଭାରତର ଏହି ଚୁକ୍ତିରେ ବହୁତ ଭୟ କରିବାକୁ ଲାଗିଲାନି।

ଅପର ପକ୍ଷରେ ପାକିସ୍ତାନ ଓ ଚାଇନାରେ ଭାରତର ଏହି ମିସାଇଲ କଥା ପ୍ରଘଟ ହେବା କ୍ଷଣି ସେଠାରେ ଦୁହେଁ ଙ୍କ ଦେଶରେ ଓ ଗଣ ମାଧ୍ୟମରେ କୋକୁଆ ଭୟ ସୃଷ୍ଠି ହୋଇଛି । ଏବେ ଭାରତ ପାଖରେ ସେ ମିଶାଇଲ ଆସିବା ପରେ ପାକିସ୍ତାନ ଭାରତ ଆଡକୁ ଆଖି ଉଠେଇ ବି ଅନେଇବି ବୋଲି ଭାବି ପାରିବାନି । ଅପରପକ୍ଷରେ ଆମ ଅନ୍ୟ ପଡୋଶୀ ଚାଇନାରେ ମଧ୍ୟ ଏ ନେଇ କୁକୁଆ ଭୟ ସୃଷ୍ଟି ହୋଇଛି ।

ଆମ ଦେଶର ପ୍ରଧାନ ମନ୍ତ୍ରୀଙ୍କ ଦ୍ବାରା ନିଆଯ଼ାଇଥିବା ଏହି ଭଳି ବଡ଼ ନିଷ୍ପତି ବିଷୟରେ ସମସ୍ତଙ୍କୁ ଜଣାଇବା ପାଇଁ, ଏହି ପୋଷ୍ଟକୁ ଏବେହିଁ ସେୟାର କରନ୍ତୁ, ଯଦି ଭାରତୀୟ ବୋଲି ଗର୍ବ କରୁଥାନ୍ତି, ତେବେ ଏହି ପୋଷ୍ଟକୁ ଏବେ ହିଁ ଲାଇକ ସହ ସେୟାର କରି କମେଣ୍ଟରେ ଜୟ ହିନ୍ଦ ଲେଖନ୍ତୁ । ଜୟ ଜବାନ , ଜୟ କିଷାନ, ଜୟ ଭାରତ ।

 

Leave a Reply

Your email address will not be published. Required fields are marked *