ଏହି ଓଡିଆ ଯୁବକଙ୍କୁ ଆମେରିକାର ସେନାରେ ମିଳିଲା ବଡ ଚାକିରି – ମାସକୁ ଦରମା ହେଉଛି 1.2 କୋଟି ଟଙ୍କା ।

ଆଜି ସାରା ଦୁନିଆ ଜାଣେ ସାରିଲାଣି କି ଆମେ ଭାରତୀୟ କାହାଠୁ କମ୍ ନୁହନ୍ତି କେଉଁ ଗୁଣରେ ସେ ପୁଅ ହଉକି ଝିଅ ହଉ ସବୁଠୁ ଆମେ ସାରା ପୃଥିବୀରେ ମୁଣ୍ଡ ଟେକି କାମ କରୁଛୁ ଓ ସମସ୍ତେ ଆମକୁ ସମ୍ମାନ ଦେଉଛନ୍ତି ।ଏହାର ପ୍ରମାଣ ଦବାକୁ ଯାଇ ଆମେରିକାର ପୂର୍ବତନ ରାଷ୍ଟପତି ବାରାକ୍ ଅବାମା କହିଛନ୍ତି କି ଆମେରିକାର ସବୁ ଲୋକ ମାନେ ଭାରତୀୟ ମନକୁ ବହୁତ ପସନ୍ଦ କରନ୍ତି ଅନ୍ୟ ଦେହ ତୁଳନାରେ ।ଏତରେ ମାଏ ଯାହା ବିଷୟରେ କହିବାକୁ ଯାଉଛୁ ଯାହାଙ୍କୁ ଆମେରିକାରେ ଯାହାକୁ ପାଇବା ପାଇଁ ସେଠିକାର ଲୋକ ବ୍ୟାକୁଳ କିନ୍ତୁ ଏହି ପଦବୀ ଆମ ଭାରତୀୟ ଯୁବକକୁ ମିଳିଛି ତାଠୁ ବଡ଼ କଥା ସେ ଆମ ଓଡ଼ିଶାର । ସେ ଆମେରିକା ର ସେନା ରେ ଏକ ବଡ଼ ପଦବୀରେ କାମ କରିବେ  ।

ଏହି ଓଡ଼ିଆ ଯୁବକ ଆମେରିକା ର ଏଏଚ୍64 ନାମକ ଏହି ଲଢୁଆ ହେଲିକାପ୍ଟର ଚଳେଇବା ତଥା ସେହି ଥିରେ ଇୁନିଟ୍ ରେ ସେ ଗୋଟିଏ ବୈଜ୍ଞାନୀକ ଭାବେ ଯୋଗ ଦାନ କରି ଛନ୍ତି ବୋଲି ଜଣା ପଡ଼ିଛି । ତାଙ୍କର ବର୍ତମାନ ର ବାର୍ଷିକ ଆୟ ହେଲା 1.2 କୋଟି ବୋଲି ସୂଚନା ରହିଛି ଯାହା ବହୁତ ବଡ଼ କଥା । ଏଠାରେ ଆମେ ଜଣାଇ ଦେଉଛୁ କି ଏହି ଯୁବକଙ୍କ ନାମ ମୋନାର୍କ ଶର୍ମା  ଏବେ ଆମେରିକା ରେ ଟେକ୍ସାସ୍ ଫୋର୍ଟ ହୁଡ୍ ନାମକ ବାୟୁ ସେନା ରେ ମୂଖ୍ୟ ରେ ସେ ପ୍ରାୟ 1 ବର୍ଷ ପାଇଁ କାମ କରିବେ ।

ଖାଲି ଏତିକି ନୁହେଁ ସେ ମଧ୍ୟ ବୈଜ୍ଞାନିକ ଭାବେ କେରିଅର 2013 ରେ ନାସା ରେ ଆରମ୍ଭ କରି ଥିବା ବେଳେ ଆଜି ସେ ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ର ସେନା ରେ ଯୋଗ ଦାନ କରି କାମ କାମ କରୁଛନ୍ତି । ଯାହା ସୂଚନା ମିଳିଛି ସେ ଭବିଶ୍ୟତ ରେ ବି ସେ ସହି ଠାରେ ରହି କାମ କରିବେ ।

ଯଦି ଜଣେ ଓଡ଼ିଆ ଭାବେ ନିଜକୁ ଗର୍ବ କରନ୍ତି ତାହେଲେ ପୋଷ୍ଟ ଟିକୁ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *