ଆତିଫ୍ ଅସଲାମ୍ ଙ୍କ ସ୍ତ୍ରୀଙ୍କ ସୁନ୍ଦରତା ଦେଖିଲେ ଆପଣ ଚକିତ ହୋଇଯିବେ |

ଆମେ ଆଜି ଯାହାଙ୍କ ବିଷୟରେ କହୁଛି ସେ ହଉଛନ୍ତି ବଲିଉଡର ପ୍ରସିଦ୍ଧ ଗାୟକ ଅସଲାମ୍  ଯାହାଙ୍କ ସଙ୍ଗୀତର ଯାଦୁ ଖାଲି ପାକିସ୍ତାନ ରେ ନୁହଁ ଭାରତରେ ମଧ୍ୟ ଦେଖାଯାଏ , ଆମ ଦେଶରେ  ଆତିଫ୍ ଙ୍କର କୋଟିକୋଟି ଫ୍ୟାନ୍ ଅଛନ୍ତି , ସେ ପାକିସ୍ତାନଠୁ ଅଧିକ ଭଲ ପାଇବା ଭାରତରୁ ପାଇଥାନ୍ତି ତାଙ୍କ ଗୀତ ପାଇଁ , ଆତିଫ୍ ଅସଲାମ୍ ଖାଲି ବଲିଉଡ୍ ରେ ନୁହଁ ସେ ବିଭିନ୍ନ ରାଜ୍ୟରେ ବହୁତ ବଢିଆ ହିଟ୍ ଗୀତ ଦେଇଥିଲେ , ତାଙ୍କର ନିଆରା ଆଉ ସୁମଧୁର କଣ୍ଠ ପାଇଁ ସେ ତାଙ୍କ ଫ୍ୟାନ ମାନଂକଠାରେ ଏକ ଶତନ୍ତ୍ର ଜାଗା ତିଆରି କରିଛନ୍ତି , ଏଠାରେ କହିରଖୁଛୁ ଯେ ସେ ସବୁ ବୟସର ଦର୍ଶକଙ୍କ ପସନ୍ଦ ଅଟନ୍ତି ଖାସ କରି ଯୁବକ ଯୁବତୀ ମାନଙ୍କ ଠାରୁ ଅଧିକ ଫ୍ୟାନ ଟଁଦେଖିବାକୁ ମିଳେ |

ପୁଅ ମାନଙ୍କ ଠାରୁ ତାଙ୍କର ଫ୍ୟାନ ଝିଅମାନଙ୍କ ଠାରେ ଅଧିକା ଦେଖିବାକୁମିଳେ , ନିଜର ସୁନ୍ଦର ବ୍ୟକ୍ତିତ୍ୱ ପାଇଁ ସେ ସବୁ ଝିଅଙ୍କ ହୃଦୟ ରେ ରାଜ କରନ୍ତି , କିନ୍ତୁ ତାଙ୍କର ବିହାଘର କଥା ଶୁଣି ସବୁ ଝିଅଙ୍କ ହୃଦୟ ନିଶ୍ଚୟ ଭାଙ୍ଗି ଯାଇଥିବ , କିନ୍ତୁ ଆମେ ଆଉ ଅଟାଇଫ ଙ୍କ ବିଷୟରେ କଥା ହେବାନି ବରଂ ତାଙ୍କର ସ୍ତ୍ରୀ ସାରା ଭରବାନା ଙ୍କ ଫୋଟୋ ଦେଖିବା , ତାଙ୍କର ଏହି ଫୋଟୋ ଗୁଡିକ ଦେଖିଲା ପରେ ଆପଣ ଚକିତ ହୋଇଯିବେ |

ଆତିଫ୍ ଅସଲାମ୍ ୨୦୧୩ ରେ ସାରା ଙ୍କ ସହ ପାକିସ୍ତାନରେ ବିବାହ ହୋଇଥିଲା , ସାରା ପାକିସ୍ଥାନର ଏକ ସହର ନାମ ଲାହୋର୍ ସେଠାରେ ରହୁଥିଲେ , ଆତିଫ୍ ଅସଲାମ୍ ଙ୍କ କହିବା ଅନୁଯାୟୀ ତାଙ୍କ ସ୍ତ୍ରୀ ସରା ତାଙ୍କ ପାଇଁ ବହୁତ ଲକି ଅଟନ୍ତି , ସେଠି ପାଇଁ ସେ ସାରାକୁ କାନାସୀ ସ୍ୱାଧୀନତା ରୁ ବଂଚିତ କରନ୍ତି ନାହିଁ ତାଙ୍କୁ ସେ ସମସ୍ତ ସୁବିଧା ସୁଯୋଗ ଦେଇଥାନ୍ତି ଯାହାର ସେ ସମ୍ପୂର୍ଣ ଭାବେ ହକ୍ଦାର , ସାରାଙ୍କୁ ମଡର୍ଣ୍ଣ କପଡା ପିନ୍ଧିବା ସହ କୌଣସି ଜିନିଷରେ କମି ରଖି ନାହାନ୍ତି, ଖାସ ସେହି ପାଇଁ ଆଜି ଆତିଫ୍ ଓ ସାରା ଦୁହେଁ ଏକ ଖୁସିର ଜୀବନ ବିତାଉଛନ୍ତି |

Leave a Reply

Your email address will not be published. Required fields are marked *